କାମରେ ଆସୁନି ସ୍ମାର୍ଟ କିଓସ୍କ

ଭୁବନେଶ୍ବର: ଫୋନ୍‌ କଲ୍‌ଠାରୁ ଆରମ୍ଭ କରି ଅନ୍‌ଲାଇନ୍‌‌ରେ ଯାବତୀୟ ସେବା ଓ ସୁବିଧା ଯୋଗାଇଦେବା ପାଇଁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ‘ସ୍ମାର୍ଟ କିଓସ୍କ’ ବ୍ୟବସ୍ଥା କରିଛି। କିନ୍ତୁ ଦୁର୍ବଳ ଭିତ୍ତିଭୂମି, ପରିଚାଳନାଗତ ତ୍ରୁଟି, ଜନସଚେତନତା ଅଭାବରୁ ବାକି ପ୍ରକଳ୍ପ ଭଳି ଏ ପ୍ରକଳ୍ପ ବି ଲୋକଙ୍କ କାମରେ ଆସୁନି। ଫଳରେ ୫କୋଟି ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ଏହି କିଓସ୍କଗୁଡ଼ିକ ଏବେ ଖତ ଖାଇବାକୁ ବସିଲାଣି। … Continue reading କାମରେ ଆସୁନି ସ୍ମାର୍ଟ କିଓସ୍କ